ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୬ା୭ :-ଆଜି ସଖାଳ 5.30 ସମୟରେ ଡାବୁଗାଁ ଥାନା ଅନ୍ତରଗତ ମହେନ୍ଦ୍ରି ଗ୍ରାମର ରାସ୍ତା ପାରହୋଇ ଶୌଚହେବା ପାଇଁ ସାଇକେଲ ରେ ଯିବା ସମୟରେ ପଛପଟେ 108 ଆମ୍ବୁଲାନ୍ସ ଆସି ଧକାଦେଲା। ଆମ୍ବୁଲାନ୍ସ ଧକାରେ ଘଟଣା ସ୍ଥଳରେ ହିଁ ୮ ବର୍ଷର ପୁଅ ନିଖିଲ ମହାନ୍ତିର ମୃତୁ ହଇଯାଇଛି ଏଵଂ ବାପା ଗଣେଶ ମହାନ୍ତିକୁ ଗୁରୁତର ଅବସ୍ଥା ରେ ଡାବୁଗାଁ ମେଡିକାଲ ରେ ଆଣି ଭର୍ତ୍ତି କରୁଛନ୍ତି। ବର୍ତ୍ତମାନ ଘଟଣା ସ୍ଥଳରେ ଡାବୁଗାଁ ପୋଲିସ ପହଂଚି ତଦନ୍ତ ଆରମ୍ବ କରିଛି।ପୋଲିସ ର ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣା ପଡିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |