ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୬।୭: :ଆଜି ଅପରାହ୍ନ 4 ଘଣ୍ଟା ସମୟରେ କେଲିଆ ଶୈବପୀଠରେ ବୋଲବମ ପାଇଁ କେଲିଆ ବାବା ଝଡ଼େଶ୍ୱର ମହାଦେବଙ୍କ ମନ୍ଦିର କାମେଟି ସଦର୍ଶ ମାନଙ୍କ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଲା ଏହି ବୈଠକରେ କେଲିଆ ମନ୍ଦିର ସଭାପତି ସଭାପତିତ୍ୱ କରିଥିଲେ ଏଵଂ ଆଜିର ଏହି ବୈଠକରେ ଉପସ୍ଥିତି ଥିଲେ ମନ୍ଦିର କମିଟି ସମ୍ପାଦକ ଦେବରାଜ ପାତ୍ର, ସୁରେନ୍ଦ୍ର ମିଶ୍ର, ନରସିଂ ଭତ୍ରା ସମେତ ଅନେକେ କାମେଟି ସଦସ୍ୟ ଏଵଂ ଆଖ ପାଖ ଅଂଚଳର ଗ୍ରାମବାସୀ ଓ ସ୍ଥାନୀୟ ସଂକ୍ରାନ୍ତି କମିଟି ର ସଦର୍ଶ ମାନେ ଉପସ୍ଥିତି ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |