ଡ଼ାବୁଗାଁ ବ୍ଲକ ମିଶନଶକ୍ତି ବିଭାଗର ଦାଇତ୍ୱ ନେଲେ ନୂତନ ବିପିଏମ

ନବରଙ୍ଗପୁର (ମିହିର ଶଙ୍କର ପାତ୍ର),,୨୯ା୮:-:-ଆଜି ଦିନ 12 ଘଣ୍ଟା ସମୟରେ ନୂତନଭାବେ ଡ଼ାବୁଗାଁ ବ୍ଲକ ମିସନଶକ୍ତି ବିଭାଗର ଦାଇତ୍ୱ ନେଇଥିବା ବ୍ଲକର ମୁଖ୍ୟ ବିପିଏମ ଙ୍କୁ ଡ଼ାବୁଗାଁ ସଦର ମହକୁମାରେ ଥିବା ମିଶନଶକ୍ତି ଗୃହ ଠାରେ ସ୍ୱାଗତସମ୍ବର୍ଦ୍ଧନା ଜଣାଇଲେ, ମିଶନଶକ୍ତି ଗୃହର ସଦର୍ଶ ମାନେ ।ଏହି କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ଥିଲେ ଡ଼ାବୁଗାଁ ପଞ୍ଚାୟତ ଦାଇତ୍ୱରେ ଥିବା ଏମବିକେ ଦିଦି , ସଭାପତି , ସମ୍ପାଦିକା ଏବଂ ସମସ୍ତ ସିଆରପି।ସମସ୍ତକାର୍ଯ୍ୟ ସୁରୁକ୍ଷରୁରେ ସମ୍ପନ୍ନ ହେଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!