ଆଲ ଓଡିଶା ଅଙ୍ଗନୱାଡି ଲେଡିସ ୱାର୍କର ଆସୋସିଏସନ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଡାବୁଗାଁ ସିଡିପିଓ ଙ୍କୁ ୧୧ଦଫା ଦାବିପତ୍ର ପ୍ରଦାନ

 ନବରଙ୍ଗପୁର (ମିହିର ଶଙ୍କର ପାତ୍ର),୩୦।୮:-ଆଲ ଓଡିଶା ଅଙ୍ଗନୱାଡି ଲେଡିସ ୱାର୍କର ଆସୋସିଏସନ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଡାବୁଗାଁ ସିଡିପିଓ ଙ୍କୁ ୧୧ଦଫା ଦାବିପତ୍ର ପ୍ରଦାନ।ଭାରତୀୟ ମଜଦୁର ସଂଘ ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିକ ୱାର୍କରସ ଆସୋସିଏସନ, ନବରଙ୍ଗପୁର, ଜିଲ୍ଲା କମିଟିର ନିଷ୍ପତ୍ତା ପ୍ରକାରେ ଆଜି ଅପରାହ୍ନ 3 ଘଣ୍ଟା ସମୟରେ ସଭାଯାତ୍ରା କରି ଦାବୀ ପତ୍ର ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏଵଂ ସିଡିପିଓ ଙ୍କ ଜରିଆରେ ୧୧ ଦଫା ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଶିଶୁ ବିକାଶ ମନ୍ତ୍ରୀ ଙ୍କୁ ଦାବିପତ୍ର ଦିଆ ଗଲା। ଉକ୍ତ ଦାବି ପାତ୍ର ଦେବା ସମୟରେ ନବରଙ୍ଗପୁର ଏଵଂ ଡାବୁଗାଁ ବ୍ଲକ ର ଶହେରୁ ଉର୍ଦ୍ଧ ଅଙ୍ଗନବାଡି କର୍ମି ଏଵଂ ପାଚିକା ମାନେ ଉପସ୍ଥିତି ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!