ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ,୩୧।୮:ଡାବୁଗାଁ ନୂତନ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବ୍ଲଜ ସ୍ତରୀୟ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଲା । କୁଇଜ ପ୍ରତିଯୋଗୀତାରେ ବିଭିନ୍ନ ବିଦ୍ୟାଳୟରୁ ଉପକନିଷ୍ଟ୍ର, କନିଷ୍ଠ ଓ ବରିଷ୍ଠ ବିଭାଗରେ ୧୬୧ ଜଣ ଛାତ୍ରୀ ଛାତ୍ର ଭାଗ ନେଉଥିଲେ । ଏଥିରେ ଉପକନିଷ୍ଠ ବିଭାଗରେ ବଦଳିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଲକ୍ଷ୍ମୀକାନ୍ ସାନ୍ନା (୧ମ), ସରକାରୀ ଏକ୍ସ-ବୋର୍ଡ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୀପ୍ତିମୟୀ ରଥ (୨ୟ) ଓ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟର ଲୋକନାଥ ପଟ୍ଟନାୟକ (୩ୟ), ନନିଷ୍ଠ ବିଭାଗରେ ଘରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୋମତୀ ସାନା (୧ମ), ସରକାରୀ ଏକ୍ସ-ବୋର୍ଡ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏପ. ଶାଭିଜା (୨ୟ) ଓ ଡାବୁଗାଁ ଓଡିଶା ଆଦର୍ଶ ବିଦ୍ୟାଳୟର ଏଇ କେ. ଲଳିତ କୁମାର (୩ୟ) ଏବଂ ବରିଷ୍ଠ ଚଚରାଗୁଜା ବିଭାଗରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଅରୁଣ କୁମାର ସାହୁ (୧ମ), ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସତ୍ୟଜିତ ଶୁବୁଦ୍ଧି (୨ୟ) ଓ ବଡଓଲମା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଶରତ କୁମାର ପୂଜାରୀ (୩ୟ) ସ୍ଥାନ ଅଧୂକାର କରିଥିଲେ । କୃତକାର୍ଯ୍ୟ ଛାତ୍ରୀ ଛାତ୍ରଙ୍କୁ ଅତିଥ୍ ମାନଙ୍କ ଦ୍ବାରା କପ ସହ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥ୍ ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ମୁଖ୍ୟ ବକ୍ରା ଅତିରିକ୍ତ ଜିଲା ଶିକ୍ଷା ଅଧ୍ବକାରୀ ରେଶମଲାଲ ନାୟକ, ସମ୍ମାନୀତ ଅତିଥ୍ ବ୍ଲକ ଅଧ୍ଯକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ସଂଯୋଜକ କବିତା ପଣ୍ଡା, ଅତିରିକୁ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ଭଗବାନ ମାଝି ଓ ଅବସରପ୍ରାପ୍ତ ଅତିରିକୁ ବ୍ଲକଶିକ୍ଷା ଅଧିକାରୀ ଦେବରାଜ ଗୋପାଳ, ଉମରକୋଟ ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦେବେନ୍ଦ୍ର କୁମାର ବାଗ ଓ ଶୁଶୀଳା ଜୋତ୍ତାର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନେ ପରିଚାଳନା କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |