ନବରଙ୍ଗପୁର(ହିର ଶଙ୍କର ପାତ୍ର,), :-ଆଜି ସଖାଳ 11 ଘଣ୍ଟା ସମୟରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହେଲା। ଆଜିର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଡାବୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ସୁଭାଶିଷ ସାହୁ ଏଵଂ ତାଙ୍କୁ ସହଯୋଗ କରିଥିଲେ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ଏଵଂ ଆଶା ଦିଦି ମାନେ। ଏହି ଅବସରରେ ଆଜି ନବରଙ୍ଗପୁର ରୁ ବିଶେଷଜ୍ଞ ଡାକ୍ତର ଦିଲୀପ ଦଳାଇ ଉପସ୍ଥିତି ରହି ଆୟୁଷ୍ମାନ ଆରୋଗ୍ୟ ଶିବିର ରେ ଆସିଥିବା ରୋଗୀ ତଥା ଗର୍ଭବତୀ ମା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏଵଂ ତାଙ୍କୁ ଡାବୁଗାଁ ମେଡିକାଲ ର ସମସ୍ତ ଡାକ୍ତର ସହଯୋଗ କାରି ଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |