ପୁରୀ ,୨୦ା୯: କାଲିଠୁ ରତ୍ନଭଣ୍ଡାର ନିରୀକ୍ଷଣ କରିବ ASI । ଆସନ୍ତା ସେପ୍ଟେମ୍ବର ୨୧, ୨୨ ଏବଂ ୨୩ ଯାଏ ହେବ ରତ୍ନଭଣ୍ଡାର ବୈଷୟିକ ସର୍ଭେ । ASI ଟିମ୍ ଏହି ୩ ଦିନ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ଭେ କରିବେ । କହିରଖୁଛୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି ପରେ ରତ୍ନଭଣ୍ଡାର ସର୍ଭେ ନେଇ ASI ତତ୍ପରତା ଦେଖାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |