ଦିନ ୧୨ଟା ପରେ ଗଡ଼ିବ ଟ୍ରେନ୍‌

ଭୁବନେଶ୍ୱର,୨୫ା୧୦: ବାତିଲ ଟ୍ରେନ୍‌ ଛଡ଼ା ଅନ୍ୟ ଟ୍ରେନ୍‌ ସମୟ ଅନୁସାରେ ଗଡ଼ିବ ବୋଲି ପୂର୍ବତଟ ରେଲଓ୍ବେ ପକ୍ଷରୁ ଶୁକ୍ରବାର ସୂଚନା ଜାରି ହୋଇଛି। ବିଶାଖାପାଟଣା ପଟୁ ଡାଉନ ଟ୍ରେନ୍‌ ଭୁବନେଶ୍ବର, ହାଓ୍ବଡ଼ାକୁ ଗଡ଼ିଛି। ସେହିପରି ଖଡ଼ଗପୁର ପଟୁ ବିଶାଖାପାଟଣା ଅପ୍‌ ଟ୍ରେନ ୨ଟାରେ ଭଦ୍ରକ ପହଞ୍ଚିବ। ହାଓ୍ବଡା-ବେଙ୍ଗାଲୁରୁ ଦୂରନ୍ତ ଏକ୍ସପ୍ରେସ୍‌ ୧୨ଟା ୪୫ରେ ଭୁବନେଶ୍ବର ଓ ପୁରୀରୁ ଗଡ଼ିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!