ଭୁବନେଶ୍ବରରେ ବିମାନସେବା ସ୍ବାଭାବିକ

ଭୁବନେଶ୍ୱର,୨୫ା୧୦:ଭୁବନେଶ୍ବରରେ ବିମାନସେବା ସ୍ବାଭାବିକ ହୋଇଛି । ବାତ୍ୟା ପାଇଁ ଗତକାଲି ସନ୍ଧ୍ୟାରୁ ବିମାନ ସେବା ବାତିଲ କରାଯାଇଥିବାବେଳେ ପରିସ୍ଥିତି ସ୍ବାଭାବିକ ହେବାରୁ ଶୁକ୍ରବାର ସକାଳ ୮ଟାରୁ ବିମାନ ସେବା ପୁଣି ଆରମ୍ଭ ହୋଇଛି । ଗତକାଲି ମଧ୍ୟ ରାତ୍ରିରେ ବାତ୍ୟା ଦାନା ଭିତରକନିଆ ହବାଳିଖଟି ନିକଟରେ ଅତିକ୍ରମ କରିଥିଲା। ଏହା ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହ କିଛି ଚାଳ ଛପର ଘର ଓ ଗଛ ଭାଙ୍ଗିପଡିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!