ଦୀପାବଳୀ ରେ ପାରମ୍ପାରିକ ମାଟି ଦୀପ ବ୍ୟବହାର ଚାହିଦା କମୁଛି

 ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨୯।୧୦ :-ଆଗକୁ ଦୀପାବଳୀ । ଚଳଚଞ୍ଚଳ ହୋଇପଡିଛି ପରିବେଶ। ଦୋକାନ ବଜାର ରେ ଲାଗି ରହିଛି ଭିଡ଼ । କିନ୍ତୁ ପୂର୍ବପରି ଦେଖା ଯାଉନି ମାଟି ଦୀପର ଚାହିଦା। ଅବଶ୍ୟ ବର୍ତ୍ତମାନ ମଧ୍ୟ ଘରେ ଘରେ ଅନେକ ଲୋକ ମାଟି ଦୀପକୁ ହିଁ ପ୍ରାଧାନ୍ୟ ଦେଇଛନ୍ତି। କିନ୍ତୁ ଅଣ ପାରମ୍ପରିକ ଭାବେ କେଣ୍ଡେଲ୍ର ବ୍ୟବହାର ମଧ୍ୟ ହେଉଛି। ଦୀପାବଳୀ ଭଳି ଏକ ପବିତ୍ର ହିନ୍ଦୁ ପର୍ବରେ କେଣ୍ଡେଲ୍ ବ୍ୟବହାର କୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ। ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ହିନ୍ଦୁ ସମାଜକୁ ମାଟି ଦୀପ ବ୍ୟବହାର କରିବା ପାଇଁ ଏବଂ ହିନ୍ଦୁ ଦୋକାନ ରୁ ହିଁ ଦୀପାବଳୀ ର ସାମଗ୍ରୀ କ୍ରୟ କରିବାକୁ ଅନୁରୋଧ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!