ସିଏଚଏସଇ ଉପପରୀକ୍ଷା ନିୟମନ୍ତ୍ରକ ହେଲେ ଅମୃତା

ଭୁବନେଶ୍ୱର,୨।୧୨:ସିଏଚଏସଇ ଉପପରୀକ୍ଷା ନିୟମନ୍ତ୍ରକ ହେଲେ ଅମୃତା|ସିଏଚଏସଇ ପରୀକ୍ଷା ନିୟମନ୍ତ୍ରକ ଭାବେ ଅମୃତା ପ୍ରୀତିନନ୍ଦାଙ୍କ ପଦ ଅବନତି ଘଟିଛି । ତାଙ୍କୁ ପରୀକ୍ଷା ନିୟନ୍ତ୍ରକରୁ ଉପପରୀକ୍ଷା ନିୟନ୍ତ୍ରକ ପଦ ଦିଆଗଲା । ଉପପରୀକ୍ଷା ନିୟନ୍ତ୍ରକ ଭାବେ ନିଯୁକ୍ତ କଲା ଗଣଶିକ୍ଷା ବିଭାଗ । ଅମୃତାଙ୍କ ନିଯୁକ୍ତି ନେଇ କଲେଜ ଅଧ୍ୟାପକ ସଂଘ ବିରୋଧ କରିଥିଲା । ଅମୃତା ସ୍କୁଲସ୍ତରୀୟ ଅଧିକାରୀ ହୋଇଥିବାରୁ ବିରୋଧ କରିଥିଲା ସଂଘ । ୨୦୨୫ ଏପ୍ରିଲ ୩୦ ପରେ ସେ ପୁଣି ପରୀକ୍ଷା ନିୟନ୍ତ୍ରକ ହେବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!