ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର,୬।୧୨:ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଦିନିକିଆ ଗସ୍ତରେ ଆସିବେ ରେଳମନ୍ତ୍ରୀ। ହାୱଡାରୁ ଟ୍ରେନ ଯୋଗେ ବାଙ୍ଗିରିପୋଷି ଯାଇ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେ ଅଶ୍ୱିନୀ ବୈଷ୍ଣବ। ଏହା ପରେ ପୁଣି ବାଙ୍ଗିରିପୋଷିରୁ ଟ୍ରେନ ଯୋଗେ ବାଲେଶ୍ଵର ଷ୍ଟେସନ ପହଞ୍ଚି ସେଠି ଫୁଟ ଓଭର ବ୍ରିଜର ଉଦଘାଟନ କରିବେ।ଏହା ପରେ ସେ ପୁଣି ବାଲେଶ୍ଵର ଷ୍ଟେସନରୁ ଟ୍ରେନ ଯୋଗେ କଟକ ଷ୍ଟେସନ ପହଞ୍ଚି କଟକ ରେଲୱେ ଷ୍ଟେସନରେ ଦ୍ଵିତୀୟ ଗେଟର ଉଦଘାଟନ କରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!