୫୦ କୋଟି ଟଙ୍କାରେ ମା’ ବିରଜା ମନ୍ଦିରର ଉନ୍ନତିକରଣ : ମୁଖ୍ୟମନ୍ତ୍ରୀ

ଯାଜପୁର ,,୯ା୨: ଯାଜପୁରକୁ ୧ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାଜପୁର ପାଇଁ ଏକାଧିକ ପ୍ରକଳ୍ପର କଲେ ଘୋଷଣା ।ଯଯାତି-୨୦୨୫ର ଉଦଘାଟନ ଉତ୍ସବରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ । ଉଦଘାଟନୀ ଉତ୍ସବରେ ସାମିଲ ହୋଇ କଲେ ବଡ଼ ଘୋଷଣା ।୫୦ କୋଟି ଟଙ୍କାରେ ମା’ ବିରଜା ମନ୍ଦିରର ଉନ୍ନତିକରଣ କରାଯିବ । ୩୦ କୋଟି ଟଙ୍କା ବୟରେ ନିର୍ମାଣ ହେବ ନୂତନ ବସ୍ ଟର୍ମିନାଲ । ୧୦୦୦ ସିଟ୍ ବିଶିଷ୍ଟ ଟାଉନ୍ ହଲ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!