ଡାବୁଗାଁ ସମ୍ମନିତ ଶିଶୁଵିକାଶ ପ୍ରକଳ୍ପ ରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ନବରଙ୍ଗପୁର( ମିହିର ଶଙ୍କର ପାତ୍ର, ),୧।୩:ଅପରାହ୍ନ 2ଘଣ୍ଟା ସମୟରେ ଡାବୁଗାଁ ସମ୍ମନିତ ଶିଶୁଵିକାଶ ପ୍ରକଳ୍ପ ରେ କାର୍ଯ୍ୟରତ ବରିଷ୍ଠ କିରାଣୀ ସନ୍ତୋଷ କୁମାରୀ ମିଶ୍ରଙ୍କୁ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଲେ। ଏହି ସମୟରେ ଉପସ୍ଥିତି ଥିଲେ ଡାବୁଗାଁ ସିଡିପିଓ ମିନତୀ ଦାସ, ସମସ୍ତ ସୁପ୍ରବାଇଜର ଓ ସମସ୍ତ କର୍ମଚାରୀ। ବରିଷ୍ଠ କିରାଣୀ ସନ୍ତୋଷ କୁମାରୀଙ୍କୁ ପୁଷ୍ପ ଗୁଚ୍ଛ ଦେବା ସହ, ମୁଦି, ସୋଲ ଆଦି ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ବିଭାଗ୍ୟୟ କର୍ମଚାରୀ ମାନେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!