ବିଧାନସଭାରେ ଗଙ୍ଗାଜଳ ଛିଞ୍ଚିଲା ବିଜେଡି

ଭୁବନେଶ୍ୱର,୨୭ା୩: ବିଧାନସଭାରେ ଗଙ୍ଗାଜଳ ଛିଞ୍ଚିଲା ବିଜେଡି। ବିଧାନସଭାର ପବିତ୍ର ଗୃହକୁ ବିଜେପି ଅପବିତ୍ର କରିଥିବା ଅଭିଯୋଗ କରି ଗଙ୍ଗା ଜଳ ସିଞ୍ଚନ କରି ଅଭିନବ ପ୍ରତିବାଦ କରିଛି ବିଜୁ ଜନତା ଦଳ। ଗଙ୍ଗା ଜଳ ସିଞ୍ଚନ କରି ଦଳ ଏପରି ପ୍ରତିବାଦ କରିଛି। ବିଧାନସଭାର ପବିତ୍ର ଗୃହକୁ ବିଜେପି ଅପବିତ୍ର କରିଥିବାର ଅଭିଯୋଗ କରି ଅଭିନବ ପ୍ରତିବାଦ କରିଛି ବିଜେଡି।ବିଧାନସଭାକୁ ପୁଲିସ ପଶିବା ଘଟଣାର ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରି ବିଧାନସଭା ପରିସରରେ ଗଙ୍ଗା ଜଳ ସିଞ୍ଚନ କରି ପରିକ୍ରମା କରିଛନ୍ତି ବିଜେଡି ବିଧାୟକ। ଏଥିସହ ରାଜ୍ୟ ସରକାର ଗଣତନ୍ତ୍ରର ସ୍ବରକୁ ଚପାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ତୀବ୍ର ସମାଲୋଚନା କରିିଛି ଦଳ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!