ନବରଙ୍ଗପୁର(ମିହିର ଶଙ୍କର ପାତ୍ର,),୩୦ା୩ :- ଡଙ୍ଗରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏକଲବ୍ୟ ପରିଡ଼ାଙ୍କୁ ଡାବୁଗାଁ ସଦର ମହକୁମା ସ୍ଥିତ ବ୍ଲକକଲନି ବିଦ୍ୟାଳୟର ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଅ ଗଲା। ଏହି ସମୟରେ ଉପସ୍ଥିତ ଥିଲେ ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମ, ଏବିଇଓ ସନ୍ତସ ସାହୁ , ସିଆର ସିସି ଗୁପ୍ତେ ପ୍ରସାଦ ନାଗ ସହ ବ୍ଲକର ବରିଷ୍ଟ ଶିକ୍ଷକ ମାନେ ମୋହନ ସିଂ ଗଣ୍ଡ, ଜିତେନ୍ଦ୍ର ମାଝୀ, ବିକାଶ ନିଶଙ୍ଖ, ବଲଭ ପଣ୍ଡା, କୃଷ୍ଣ ପଣ୍ଡା, ହିରଣ୍ୟ ମାଝୀ, ସୌଭାଗ୍ୟ ବିଶ୍ୱାଳ,ସୁରେଶ ବେହେରା ଅନିତା ବେହେରା, ଗିରିଶବାଳା ଜେନା, ସତ୍ୟଭାମା ନିହାଲ, ସୁଜ୍ଞାନୀ ବେହେରା, ପ୍ରମ୍ମୁକ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |