ନବରଙ୍ଗପୁର(ମିହିର ଶଙ୍କର ପାତ୍ର) :-ଆଜି ଧୂମଧାମ ରେ ଡାବୁଗାଁ ରେ ପାଳିତ ହେଲା ହିନ୍ଦୁ ନବବର୍ଷ। ଏହି ବସରରେ ହିନ୍ଦୁ ଭାଇ ମାନେ ଏକ ରାଲି ଅନୁଷ୍ଠିତ କରିଥିଲେ। ଏହି ରାଲି ରେ ଶତାଧିକ ହିନ୍ଦୁ ଭାଇ ଯୋଗ ଦେଇ ଡାବୁଗାଁ ପରିକ୍ରମା କରିଥିଲେ। ଆଜି ଡାବୁଗାଁ ସମ୍ପୂର୍ଣ ଭଗବା ମୟ ହୋଇ ଥିଲେ ଏବଂଡିଜେ ର ତାଳେ ତାଳେ ସମ୍ପୂର୍ଣ ଡାବୁଗାଁ ଅଞ୍ଚଳ ରେ ଆଜି ଜୟ ଶ୍ରୀ ରାମ ର ନାରା ସୁବୁଥିଲା। ଏହି ଅବସରରେ ଡାବୁଗାଁ ବିଧାୟକ ମୋନହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧକ୍ଷା ମୋତିରାମ ନାୟକ, ପାପଡାହାଣ୍ଡି ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ ସହ ବିଭିନ୍ନ ରାଜନୈତିକ ଦଳର ବରିଷ୍ଟ ନେତା ମାନେ ସମିଲ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |