ମାଲିଗୁଡା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର), ୩।୪: :-ଡାବୁଗାଁ ବ୍ଲକ ର ମାଲିଗୁଡା ସରକାରୀପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତହେଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକଧନସିଂ ତନ୍ତୀ ମଞ୍ଚ ପରିଚାଳନା କରିଥିଲେ ଆଜିର ଏହି କାର୍ଯ୍ୟକ୍ରମ ରେ।ଏବଂ ବିଦ୍ୟାଳୟର ଶିକ୍ଷକ ଭଗବାନ ମାଝୀ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହା ପରେ ବିଭିନ୍ନ ଖେଳ ରେ ଭାଗ ନେଇ ବିଜୟ ହୋଇଥିବା ଛାତ୍ର ଛାତ୍ରି ମାନଂକୁ ପୁରସ୍କାର ବିତରଣ କରିଥିଲେ ମୁଖ୍ୟ ଅତିଥି ମାନେ। ଛାତ୍ରି ମାନଙ୍କ ଦ୍ୱାରା ନୃତ୍ୟ ମଧ୍ୟ୍ୟ ପରିବେଷଣ କରାଯାଇଥିଲା। ବର୍ଷକ ଉତ୍ସବ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ସମ୍ପୂର୍ଣ ସୋହଯୋଗ କରିଥିବା ବେଳେ, ଏସଏମସି କମିଟି ର ସଦର୍ଶ ମାନେ, ଆଶା, ଅଙ୍ଗନବାଡି,ଗ୍ରାମର ଭଦ୍ରବ୍ୟକ୍ତି ମାନେ ଏବଂ ଅଭିଭାବକ ଓ ଛାତ୍ର ଛାତ୍ରି ମାନେ ଉପସ୍ଥିତି ଠିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!