ମହେନ୍ଦ୍ରୀ ନିକଟରେ ଟାଟା ଅଲଟ୍ରା ଗାଡି ଗଛକୁ ପିଟି ଦୁର୍ଘଟଣା ଗ୍ରସ୍ତ,୪ଜଣ ଆହତ

ନବରଙ୍ଗପୁର (ମିହିର ଶଙ୍କର ପାତ୍ର)୧୧।୦୪:ଆଜି ସକାଳ 6ଘଣ୍ଟା ସମୟରେ ଡାବୁଗାଁ ଥାନା ଅଧୀନ ମହେନ୍ଦ୍ରୀ ନିକଟରେ ଟାଟା ଅଲଟ୍ରା ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗାଡିଟି ଭରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ରେ ଥିବା ଗଛକୁ ପିଟି ଅଲଟି ପଡିଥିଲା। ଗାଡିର ନମ୍ବର OD O2BM 6406 ଏହି ଗାଡିଟି ଉମରକୋଟ ଅଞ୍ଚଳ ବଳି ଜଣା ପଡ଼ିଥିବା ବେଳେ ଗାଡ଼ିରେ ଥିବା ଚାରିଜଣ କୁ ନବରଙ୍ଗପୁର ଜର୍ମାନ ହସ୍ପିଟାଲ କୁ ଚିକିତ୍ସା ପାଇଁ ନିଆଯାଇଥିବା ସୂଚନା ମିଲିଛି। ଡାବୁଗାଁ ପୋଲିସ ସ ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣା ପଡିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!