ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୩୧।୫:–ଆଜି ଅପରାହ୍ନ 5ଘଣ୍ଟା ସମୟରେ ଘର ଉପରେ ବଜ୍ରପାତ ଘଟିଥିଲା | ଘର ଭିତରେ ଥିବା ମିଟୁ ଜାନିଙ୍କ ପୁଅ ଶଙ୍କର ଜାନି ଙ୍କ ନିକଟରେ ବିଜୁଳି ପଡିଥିବାରୁ ତାଙ୍କ ବାମ ଗୋଡ଼ ରେ ଆଘାତ ଲାଗିଥିଲା। ସାଙ୍ଗେ ସାଙ୍ଗେ ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି | ବର୍ତ୍ତମାନ ଆହତ ଶଙ୍କର ଜାନି ର ଚିକିତ୍ସିତ ଚାଲିଛି।ବିଜୁଳି ପଡିବା ଯୋଗୁଁ ଘରର ଇଲେକ୍ଟ୍ରିକାଲ ଜିନିଷ ଗୁଡାକ ପୋଡି ନଷ୍ଟ ହେଇଯାଉଛି। ଆହତ ଜଣକ ନିହାତି ଗୋରିବ ପରିବାରର ହୋଇଥିବା ଯୋଗୁଁ କିଛି ସରକାରୀ ସାହାଯ୍ୟ ମିଳିଲେ ଭଲ ହୋଇ ଥାନ୍ତା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |