ନିଟ୍‌-ପିଜି ପ୍ରବେଶିକା ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,,୨।୬: ନିଟ୍‌-ପିଜି ୨୦୨୫ ପ୍ରବେଶିକା ପରୀକ୍ଷାକୁ ନେଇ ବଡ଼ ଖବର। ଜୁନ ୧୫ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ NBEMS ସୂଚନା ଜାରି କରିଛି। ବୋର୍ଡ ଏପର୍ଯ୍ୟନ୍ତ ସଂଶୋଧିତ ପରୀକ୍ଷା ତାରିଖର ଘୋଷଣା କରିନାହିଁ।ସୁପ୍ରିମକୋର୍ଟ କହିଥିଲେ ଯେ, ୨ଟି ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ ପରୀକ୍ଷା ହେବ। ଏହି ନିର୍ଦ୍ଦେଶକୁ ପାଳନ କରି, ଏନବିଇଏମଏସ କେନ୍ଦ୍ରଗୁଡ଼ିକର ସଂଖ୍ୟା ବଢାଇବା ଏବଂ କୋର୍ଟଙ୍କ ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ପାଇଁ ପ୍ରୟାସ ଜାରି ରଖିଛି।ଅଫିସିଆଲ ନୋଟିସରେ କୁହାଯାଇଛି ଯେ, ଆମେ ପରୀକ୍ଷାର୍ଥୀଙ୍କୁ ନିର୍ଦ୍ଦେଶ ଦେଉଛୁ ଯେ, ସେମାନେ NEET PG 2025 ପରୀକ୍ଷାକୁ ଗୋଟିଏ ପାଳିରେ ଆୟୋଜନ କରିବା ଲାଗି ଆବଶ୍ୟକୀୟ ବ୍ୟବସ୍ଥା କରନ୍ତୁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!