ନବରଙ୍ଗପୁର(ମିହୀର ଶଙ୍କର ପାତ୍ର,),୫।୭:ଡାବୁଗାଁ ରେ ଅପରାହ୍ନ 4ଘଣ୍ଟା ସମୟରେ ଧୁମଧାମରେ ପାଳନ କରାଯାଇଛି ବାହୁଡ଼ା ଯାତ୍ରା। ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଭକ୍ତ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରଥକୁ ଭକ୍ତି ର ସହ ଟାଣି ଆଣି ଥିଲେ। ଆଜି ବାହୁଡ଼ାଯାତ୍ରା ସମୟରେ ଉପସ୍ଥିତ ଥିଲେ କେଲିଆ ମନ୍ଦିର ସଂପାଦକ ଦେବରାଜ ପାତ୍ର, ଜଗନ୍ନାଥ ମନ୍ଦିର ଉପସଭାପତି ପାନ୍ତୁଲୁ ରାଓ, , ବିଜେଡି ସଭାପତି ସୁରେଶ ମିଶ୍ର, ହିନ୍ଦୁ ମହାସଂଘ ସଭାପତି ଜୟନ୍ତ କୁମାର ପାତ୍ର , ମନ୍ଦିର କମିଟି ର ସଦର୍ଶ ମାନେ, ଏବଂ ଅନ୍ୟାନ୍ୟ ଗ୍ରାମର ପ୍ରମ୍ମୁଖ ବ୍ୟକ୍ତି ମାନେ। ଶ୍ରୀ ଗୁଣ୍ଡିଚା ଅପେକ୍ଷା ଆଜି ବାହୁଡ଼ାଯାତ୍ରା ରେ ଶତାଧିକ ଲକଙ୍କ ଜନ ସମାଗମ ଦେଖିବାକୁ ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |