ଡାବୁଗାଁ ବ୍ଲକ ଜୁନାପାଣି ଠାରେ ‘ଆମ କନ୍ୟା ଆମ ରତ୍ନ’ କାର୍ଯ୍ୟକ୍ରମ ଅନୁଷ୍ଠିତ

 ନବରଙ୍ଗପୁର( ମିହିର ଶଙ୍କର ପାତ୍ର,),୧୯ା୭ :ଡାବୁଗାଁ ବ୍ଲକ ଜୁନାପାଣି ପଂଚାୟତ ସଦର ମହକୁମା ସ୍ଥିତ ହାଇସ୍କୁଲ ଠାରେ ‘ଆମ କନ୍ୟା ଆମ ରତ୍ନ’ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ କନ୍ୟାର ସୁରକ୍ଷା ପାଇଁ ସଚେତନ ଓ ବୃକ୍ଷରପଣ ରୋପଣ ମାଧ୍ୟମରେ ନବଜାତ କନ୍ୟାସନ୍ତାନର ପରିବାରକୁ ସଂମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମ ସମୟରେ ଉପସ୍ଥିତି ଥିଲେ ନବରଙ୍ଗପୁର ଏଡିଏମ ତପନ କୁମାର ଖୁଣ୍ଟିଆ, ନବରଙ୍ଗପୁର ଡିସିପିଓ ସୁରେଶ ପଟ୍ଟନାୟକ, ଡାବୁଗାଁ ବିଡ଼ିଓ ଶରତ ମାଝୀ, ଡାବୁଗାଁ ବିଇଓ ରଶ୍ମିତା ନେତମ, ଏବିଇଓ ଭଗବାନ ମାଝୀ,ଏବିଇଓ ସନ୍ତସ ସାହୁ,ସିଡିପିଓ ମିନତୀ ଦାସ, ସିଆର ସିସି ମାନେ,ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରୀ ଛାତ୍ରି ସହ ସ୍ଥାନୀୟ ବାସିନ୍ଦା ମାନେ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!