ସେପ୍ଟେମ୍ବର ୨୭ରେ ହେବ OTET ପରୀକ୍ଷା

ଭୁବନେଶ୍ୱର,୬ା୯: ସେପ୍ଟେମ୍ବର ୨୭ରେ ଓଟିଇଟି ପାରୀକ୍ଷା । ବୋର୍ଡ ପକ୍ଷରୁ ଜରି ହେଲା ପରୀକ୍ଷା ତାରିଖ ।୨ଟି ସିଟିଂରେ ଓଟିଇଟି ପରୀକ୍ଷା କରାଯିବ ବୋଲି ବୋର୍ଡ ତରଫରୁ ସୂଚନା ଜାରି କରାଯାଇଛି ।ପେପର୍-୧:୯ଟାରୁ୧୧.୩୦; ପେପର-୨: ୨ଟାରୁ ସାଢ଼େ ୪ ଟା ପର୍ଯ୍ୟନ୍ତ ପରୀକ୍ଷା କରାଯିବ । ପରୀକ୍ଷା କେନ୍ଦ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!