ବ୍ରହ୍ମପୁର,୧୯ା୯: ବ୍ରହ୍ମପୁରର ୯ ନଂ କର୍ପୋରେଟର ସନ୍ତୋଷ ସେଠୀଙ୍କ ଘରକୁ ବୋମାମାଡ଼ ହୋଇଛି। କର୍ପୋରେଟରଙ୍କ ଘର ଉପରକୁ ବୋମାମାଡ଼ । 9 ନଂ ୱାର୍ଡ କର୍ପୋରେଟର ସନ୍ତୋଷ ସେଠୀଙ୍କ ଘରକୁ ବୋମା ମାଡ଼ ।ଲକ୍ଷ୍ମୀମୃସିଂହ ସାହି ସ୍ଥିତ ବାସଭବନ ଉପରେ ବୋମା ମାଡ଼ କଲେ ଦୁର୍ବୃତ୍ତ । 3 ଦୁର୍ବୃତ୍ତ ବୁଲେଟରେ ଆସି ବୋମା ମାଡ଼ କରି ଫେରାର ହୋଇଯାଇଥିବା ସୂଚନା ରହିଛି ।ତେବେ ପୂର୍ବ ଶତ୍ରୁତା ଓ ବ୍ୟବସାୟିକ ଶତ୍ରୁତାରୁ ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ସେପଟେ ବହୁ ପୁରୁଣା ଅପରାଧୀଙ୍କ ହାତ ଥିବା ଏଭିଯୋଗ କରିଛନ୍ତି କର୍ପୋରେଟର । ଅଧିକ ସୂଚନା ପାଇଁ ଚଦନ୍ତ ଜାରି ରଖିଛି ପୋଲିସ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |