ଭୁବନେଶ୍ୱର,୨ା୧୧: ନେପାଳରୁ ଗିରଫ ହେଲା SI ପରୀକ୍ଷା କେଳେଙ୍କାରୀର ମାଷ୍ଟର ମାଇଣ୍ଡ।ନେପାଳ ବର୍ଡର ସ୍ତିତ ଉତ୍ତରାଖଣ୍ଡ ଅଁଚଳରୁ ଗିରଫ କଲା ପୋଲିସ। ଘଟଣା ପରଠାରୁ ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଲୁଚି କରି ନେପାଳ ପଳାଇଥିଲା।ଓଡିଶାରେ ଚାଲିଥିବା SI କେଳେଙ୍କାରୀର ପର୍ଦ୍ଦାଫାଶ କରିଛି ଟିମ। ନେପାଳରୁ ଧରାପଡିଲା ଏହାର ମାଶ୍ଟରମାଇଣ୍ଡ। ଉତ୍ତରାଖଣ୍ଡରେ ଗିରଫ କଲା କ୍ରାଇମବ୍ରାଁଚ।ଗିରଫ ପରେ ଶଙ୍କର ପୃଷ୍ଟିକୁ ଓଡିଶା ଆଣୁଛି କ୍ରାଇମବ୍ରାଁଚ ଟିମ୍। ଖୁବଶୀଘ୍ର ଶଙ୍କର ମୁହଁରୁ ବାହାର କରାଯିବ ସବୁ ସତ। ଆଗରୁ ପରୀକ୍ଷାର୍ଥୀଙ୍କୁ କରାଯାଇଥିଲା କୋର୍ଟ ଚାଲାଣ। ଗୋଟିଏ ପରେ ଗୋଟିଏ ଖୋଲୁଛି ଗୁମର।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |