ଶୀତ ଅଧିବେଶନର ତୃତୀୟ ଦିନ

ନୂଆଦିଲ୍ଲୀ, ୩।୧୨: ଆଜି ସଂସଦର ଶୀତକାଳୀନ ଅଧିବେଶନର ତୃତୀୟ ଦିନ । ବିରୋଧୀ ଦଳ ଉଭୟ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ରାଜି ହୋଇଛନ୍ତି । ଫଳରେ ଉଭୟ ଗୃହରେ ପ୍ରଶ୍ନକାଳ ସ୍ୱାଭାବିକ ହୋଇଛି । ଏସଆଇଆର ପ୍ରସଙ୍ଗରେ ସରକାର ଆଲୋଚନା କରିବାକୁ ସହମତି ପ୍ରକାଶ କରିବା ପରେ ଆଜି ଇଣ୍ଡିଆ ମେଣ୍ଟର ନେତାମାନେ ଏକ ଜରୁରୀ ବୈଠକ ଡାକିଛନ୍ତି । ବିରୋଧୀ ଦଳ ଏସଆଇଆର, ଦିଲ୍ଲୀ ବିସ୍ଫୋରଣ ଏବଂ ବାୟୁ ପ୍ରଦୂଷଣ ଉପରେ ଆଲୋଚନା କରିବାକୁ ଦାବି କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!