Blog

ଆଜିଠୁ ୪ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା

ଭୁବନେଶ୍ୱର,୯ା୧୦ : ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି।ଆଜି ରାଜଧାନୀ ଭୁବନେଶ୍ୱରରେ ପ୍ରବଳ…

ଶାନ୍ତି ଯୋଜନାରେ ସହମତ ହେଲେ ଇସ୍ରାଏଲ-ହମାସ

ନୂଆଦିଲ୍ଲୀ,୯।୧୦: ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲ ଏବଂ ହମାସ ସହମତ ହୋଇଛନ୍ତି। ଏହା ନିଜେ ଆମେରିକା…

ବଜ୍ରପାତରେ ଜଳିଗଲା ଲିଙ୍ଗରାଜଙ୍କ ବାନା ,ଅନୁଧ୍ୟାନ କଲେ ଏଏସ୍‍ଆଇ ଅଧୀକ୍ଷକ

ଭୁବନେଶ୍ୱର,୯ା୧୦:   ବଜ୍ରପାତରେ ଜଳିଗଲା ଲିଙ୍ଗରାଜଙ୍କ ବାନା । ଗତକାଲି ପ୍ରବଳ ବର୍ଷା ଓ ଘଡ଼ଘଡ଼ିରେ ଏପରି ହୋଇଥିବା ଜଣାପଡ଼ିଛି। ଲିଙ୍ଗରାଜ ମନ୍ଦିରର…

ଏସପି ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର,୯ା୧୦:ପୁଲିସ ବିଭାଗର ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି । ୧୯ଜଣ ଅଫିସରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର…

ଭିଜିଲାନ୍ସ ଜାଲରେ OAS ଅଧିକାରୀ

ଗଞ୍ଜାମ,୮/୧୦ :  OAS ଅଧିକାରୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ଭିଜିଲାନ୍ସ ଜାଲରେ ଗଞ୍ଜାମ ବେଲଗୁଣ୍ଠା ଏନଏସି ଅଧିକାରୀ। ଲାଞ୍ଚ ନେବା ବେଳେ କାର୍ଯ୍ୟନିର୍ବାହୀ…

ରାଜଧାନୀକୁ ବୁଡ଼ାଇଲା ପ୍ରାୟ ଦୁଇ ଘଣ୍ଟାର ନନଷ୍ଟପ ବର୍ଷା

ଭୁବନେଶ୍ୱର,୮।୧୦:ରାଜଧାନୀକୁ ବେହାଲ୍ କଲା ନନଷ୍ଟପ୍ ବର୍ଷା।  ଚାରିଆଡ଼େ ଜଳ ପ୍ରଳୟ, ଜଳବନ୍ଦୀ ଅବସ୍ଥା। ରାସ୍ତାରେ ଲହଡ଼ି ଭାଙ୍ଗିଲା, ଲୋକଙ୍କ ଘରେ ପଶିଲା।…

SI ନିଯୁକ୍ତି ଦୁର୍ନୀତି ମାମଲା: ୧୧୯ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ବ୍ରହ୍ମପୁର ,୮।୧୦: ଏସ୍ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣାରେ ୧୧୯ ଜଣ ଗିରଫଙ୍କ ଜାମିନ ଖାରଜ । ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ…

ଐତିହାସିକ ବାଲିଯାତ୍ରାରେ ଉଡ଼ିବନି ଡ୍ରୋନ୍

କଟକ,୮ା୧୦:  ବାଲିଯାତ୍ରା ପଡିଆରେ ଉଡିପାରିବନି ଡ୍ରୋନ। ପୂରା ଗ୍ରାଉଣ୍ଡ୍‌କୁ ‘ନୋ ଡ୍ରୋନ୍‌ ଜୋନ୍‌’ ଘୋଷଣା କଲା ପ୍ରଶାସନ । କଟକ ଜିଲ୍ଲାପାଳ…

ଆମେରିକାରେ ସଟ୍‌ଡାଉନ୍‌ ଯୋଗୁ ନାସା ଅଚଳ

ନୂଆଦିଲ୍ଲୀ ୦୮/୧୦: ଆମେରିକାରେ ସଟ୍‌ଡାଉନ୍‌ ଯୋଗୁ ଅଚଳ ହୋଇପଡ଼ିଛି ନାସା ।  ନାସାର ୧୫ ହଜାରରୁ ଅଧିକ କର୍ମଚାରୀ ଛୁଟିରେ ଅଛନ୍ତି…

RBIର ବଡ଼ ନିଷ୍ପତ୍ତି, ବନ୍ଦ କରିବାକୁ ଯାଉଛି ଏହି ବ୍ୟାଙ୍କ

ନୂଆଦିଲ୍ଲୀ ,୦୮/୧୦:ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ସମବାୟ ବ୍ୟାଙ୍କ ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଇଛି। ମଙ୍ଗଳବାର ଦିନ ରିଜର୍ଭ ବ୍ୟାଙ୍କ ଘୋଷଣା…

error: Content is protected !!