ନୂଆଦିଲ୍ଲୀ,୧।୮:ଖାଉଟୀମାନଙ୍କ ପାଇଁ ଶସ୍ତା ହୋଇଛି କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର । ଏଣିକି ୧୦୦ରୁ ବି କମ୍ ଟଙ୍କାରେ ମିଳିପାରିବ ଗ୍ୟାସ । ଏହି ସୂଚନା ଦେଇଛନ୍ତି ସରକାର । ଏଣିକି ୧୯ କେ.ଜି ଗ୍ୟାସ ସିଲିଣ୍ଡରର ଦାମ୍ ୯୯.୭୫ ଟଙ୍କାକୁ ଖସିଛି । ତେବେ ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡରର ଦାମ୍ ୧୬୮୦ ଟଙ୍କାକୁ ହ୍ରାସ ପାଇଛି । ତେବେ ଘରୋଇ ଗ୍ୟାସ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |