୬ ମାସରେ ୬ କିସ୍ତିରେ ଦେବାକୁ ପଡ଼ିବ ପ୍ରିମିୟମ

ଭୁବନେଶ୍ୱର,୪।୯ : ଜାଗା ମିଶନକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ୬ ମାସରେ ୬ କିସ୍ତିରେ ଦେବାକୁ ପଡ଼ିବ ପ୍ରିମିୟମ । BMC ଅଫିସରେ ହିତାଧିକାରୀଙ୍କ ଭିଡ଼ ପରେ BMC କମିଶନର ବିଜୟ ଅମୃତା କୁଲାଙ୍ଗେ ଏପରି ସୂଚନା ଦେଇଛନ୍ତି । ଡିମାଣ୍ଡ ନୋଟିସର ୩ ଦିନ ମଧ୍ୟରେ BMC ଅଫିସ ଆସିବେ ।୬ମାସରେ ୬କିସ୍ତିରେ ଦେବାକୁ ପଡ଼ିବ ପ୍ରିମିୟମ ସୂଚନା ଦେଲା BMC କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ୬ମାସରେ ୬ଟି କିସ୍ତିରେ ଜାଗା ମିଶନର ଟଙ୍କା ମିଳିବ । BMC ଅଫିସରେ ହିତାଧିକାରୀଙ୍କ ଭିଡ଼ ପରେ କମିଶନର ଏପରି ସୂଚନା ଦେଇଛନ୍ତି । ଏହା ବ୍ୟତୀତ କମିଶନର କହିଛନ୍ତି ଯେ, ଜାଗା ମିଶନର ଡିମାଣ୍ଡ ନୋଟିସ ବାହାରିବାର ୩ ଦିନ ମଧ୍ୟରେ ନୋଟିସରେ ଯେଉଁ ବ୍ୟକ୍ତିର ନାମ ଆସିଥିବ କେବଳ ସେହି ବ୍ୟକ୍ତି ହିଁ BMC ଅଫିସକୁ ଆସିବେ । ଜାଗା ମିଶନରେ କେବଳ ୩୨୩ ବର୍ଗଫୁଟର ଜମି ଦିଆଯିବ, ଯଦି ସେଥିରୁ ଅଧିକ ଦେୟ ଦିଆଯାଏ, ତେବେ ଦେୟ ପାଇଁ ଅଧିକ ପ୍ରିମିୟମ ଦେବାକୁ ହେବ । ଯଦି କେହି ଅଧିକ ପ୍ରିମିୟମର ଅଭିଯୋଗ ଆଣନ୍ତି ତେବେ ତାହା ଉପରେ ତଦନ୍ତ କରାଯିବ । BMC ପକ୍ଷରୁ ସର୍ଭେ କରି ଅଭିଯୋଗର ତଦନ୍ତ ଆରମ୍ଭ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!