ହିନ୍ଦୋଳ,୮/୯:୬ ଘଣ୍ଟିଆ ହିନ୍ଦୋଳ ବନ୍ଦ ଡାକରା ଦେଇଛି ବିଜେପି। ବିଜେପି ନେତ୍ରୀ ଅଞ୍ଚଳି ବେହେରାଙ୍କ ନେତୃତ୍ବରେ ସାତ ଦଫା ଦାବି ନେଇ ବନ୍ଦ ଡାକରା। ସକାଳ 6ରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ ହିନ୍ଦୋଳ ବନ୍ଦର ଡାକରା ଦେଇଛି ବିଜେପି। ସକାଳୁ ଏହାର ପ୍ରଭବ ଦେଖିବାକୁ ମିଳିଛି। ହିନ୍ଦୋଳ ବଜାରରେ ଅନେକ ଦୋକାନ ବଜାର ବନ୍ଦ ରହିଥିବା ବେଳେ ୟାତାୟାତ ଠପ୍ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |