ଆବାସ ଯୋଜନାକୁ ନେଇ ବସ୍ତିର ଲୋକେ ମେୟରଙ୍କ ସାମ୍ନାରେ ଅଭିଯୋଗ

ଭୁବନେଶ୍ୱର,,୧୮।୯ : ଆବାସ ଯୋଜନାକୁ ନେଇ ବସ୍ତିର ଲୋକେ ମେୟରଙ୍କ ସାମ୍ନାରେ ଅଭିଯୋଗ ରଖିଛନ୍ତି । ଆବାସ ଯୋଜନା ପାଇବାରୁ ବଞ୍ଚିତ ଅଭିଯୋଗ ନେଇ ପ୍ରାୟ ୫୦ ପରିବାରର ଲୋକେ BMC କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଭୁବନେଶ୍ୱର ସ୍ଥିତ ମଣ୍ଡପ ୯ନଂ ୱାର୍ଡର ପ୍ରାୟ ୫୦ରୁ ଅଧିକ ପରିବାରର ଲୋକ BMC କାର୍ଯ୍ୟାଳୟକୁ ଘେରିଛନ୍ତି । ଆବାସ ଯୋଜନା ସର୍ଭେ ତେଲିକାରେ ୪୦୦ ପରିବାରର ନାମ ଆସିଥରବା ବେଳେ, ମାତ୍ର ୧୫୦ରୁ ଉର୍ଦ୍ଧ୍ୱ ପରିବାର ଘର ପାଇଥିଲେ । କିନ୍ତୁ ପ୍ରାୟ ୨୫୦ ପରିବାର ଘର ପାଇବାରୁ ବଞ୍ଚିତ ହୋଇଥିଲେ । ଏହାକୁ ନେଇ ବସ୍ତିର ଲୋକେ କାର୍ଯ୍ୟାଳୟ ସାମ୍ନାରେ ପାଟିତୁଣ୍ଡ କରିଛନ୍ତି । ଏହା ଦେଖି ମେୟର ଏହି ବିଷୟରେ ଆଲୋଚନା କରିବା ପାଇଁ ବସ୍ତିର ଲୋକଙ୍କୁ ଡକାଇଲେ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!