ନୂଆଦିଲ୍ଲୀ,,୨ା୧୦: ୨୦୨୩ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ମେଡିସିନ ପାଇଁ କ୍ୟାଟଲିନ କାରିକୋ ଓ ଡ୍ରିଉ ୱିସମ୍ୟାନଙ୍କୁ ୨୦୨୩ ବର୍ଷ ପାଇଁ ନୋବେଲ ପୁରସ୍କାର ମିଳିବ । କୋଭିଡ ଭ୍ୟାକି୍ସନ କ୍ଷେତ୍ରରେ ଗବେଷଣା ପାଇଁ ଏହି ଦୁଇ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ|2023 ନୋବେଲ୍ ପ୍ରାଇଜ୍ ଘୋଷଣା। ଫିଜିଓଲୋଜି ବା ମେଡିସିନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ଦୁଇ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ସମ୍ମାନ। ଚଳିତ ବର୍ଷର ନୋବେଲ ପାଇଁ କାଟାଲିନ କାରିକୋ ଏବଂ ଡ୍ର୍ୟୁ ୱେସମାନଙ୍କ ନାମ ଘୋଷଣା କରାଯାଇଛି। COVID-19 ବିରୁଦ୍ଧରେ ପ୍ରଭାବଶାଳୀ mRNA ଟିକା ବିକାଶକୁ ସକ୍ଷମ କରିଥିବା ନ୍ୟୁକ୍ଲିଓସାଇଡ୍ ବେସ୍ ପରିବର୍ତ୍ତନ କ୍ଷେତ୍ରରେ ସେମାନଙ୍କ ଆବିଷ୍କାର ପାଇଁ ଏହି ନୋବେଲ୍ ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |