ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ୪୦ ଆହତ

ସାଲେପୁର,୦୨/୦୧/୨୦୨୪:କଟକ ଚାନ୍ଦବାଲି ରାସ୍ତା କଟରପଡା ଠାରେ  ମର୍ମନ୍ତୁଦ ସଡକ ଦୁର୍ଘଟଣା  ଘଟିଛି | ମତୋ ଠାରୁ କଟକ ଅଭିମୁଖେ ଯାଉଥିବା ‘ମନୋରୋମା’ ନାମକ ବେସରକାରୀ ଯାତ୍ରୀବାହି ବସ ଏକ ମାଲବାହୀ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ଘଟଣା ସାମ୍ନାକୁ ଆସିଛି । ଏଥିରେ ୪୦ ଜଣ ଆହତ ହୋଇଥିବା ଜଣାପଡିଛି । ଘାନା କୁହୁଡି ଯୋଗୁଁ ଏହି ଦୁର୍ଘଟଣା ହୋଇଥିବାର ଜଣା ପଡୁଛି | ବ୍ଦୁର୍ଘଟଣା ରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ , ପ୍ରାୟ ୪୦ ରୁ ଅଧିକା ଆହତ ହୋଇଥିବା ଜଣାପଡିଛି |  ଉଦ୍ଧାରକାର୍ଯ୍ୟରେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୋଲିସ ନିୟୋଜିତ ଅଛନ୍ତି । ଘନ କୁହୁଡ଼ି ପାଇଁ ଏପରି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି । ତେବେ ସମସ୍ତ ଆହତଙ୍କୁ ନିଶ୍ଚିନ୍ତକୋଇଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!