ଭୁବନେଶ୍ୱର,୧୨।୧: ଆଜି ମଞ୍ଚେଶ୍ୱର ଥାନା ASIଙ୍କୁ ଆକ୍ରମଣ କରାଯାଇଥିବା ଘଟଣା ଆସିଛି । ତେବେ ୨ ଜଣ କର୍ପୋରେଟର ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରାଯାଇଛି । ଏହି ଘଟଣାରେ କର୍ପୋରେଟରଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ୨୯ ନମ୍ବର ୱାର୍ଡ଼ର କର୍ପୋରେଟର ଜୀବନ ରାଉତଙ୍କୁ ଏହି ଅଭିଯୋଗରେ ଅଟକ ରଖାଯାଇଛି । ତେବେ ଭୁବନେଶ୍ୱରରେ ମଞ୍ଚେଶ୍ୱର ଅଞ୍ଚଳରେ ରାସ୍ତାମକାମକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |