ଡାବୁଗାଁ ଠାରେ ନବଦିନାତ୍ମକ ଠାକୁରାଣୀ ଯାତ୍ରା ସମ୍ପନ୍ନହେଲା, ନିଜ ଆସ୍ଥାନକୁ ଫେରିଲେ ମାଁ

 ନବରଙ୍ଗପୁର (ମିହିର ଶଙ୍କର ପାତ୍ର),୩୦।୪:ଆଜି 5ଘଣ୍ଟା ବେଳେ ସଂପୂର୍ଣ୍ଣ ଧାର୍ମିକ ରୀତି ରେ ସମ୍ପନ୍ନ ହୋଇ ଯାଇଛି ମାଁ ଠାକୁରାଣୀଙ୍କ ନବ ଦିନ ବ୍ୟାପୀ କଳସୀ ଯାତ୍ରା । ଏହି ଅବସରରେ ଉପସ୍ଥିତି ଥିଲେ ଆୟୋଜନ କମିଟି ର ସଭାପତି ସତ୍ୟ ରଞ୍ଜନ ପାତ୍ର, ସ୍ଥାନୀୟ ସରପଞ୍ଚ ବିନୋଦ ସୌରା,ଦେବରାଜ ପାତ୍ର ହିନ୍ଦୁମାହାସଙ୍ଘ ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର,, ସୁରେନ୍ଦ୍ର ମିଶ୍ର, ଜଗନ୍ନାଥ ରେଲି, ବିଶ୍ବ ରଞ୍ଜନ ପାତ୍ର, କଂଗ୍ରେସ ସଭାପତି ଜି ସାଇରାଜୁ, ସାଂସଦ ପ୍ରତିନିଧି ଅପାରାଓ,ତାରିଣୀ ରେଲି, ସୁରେନ୍ଦ୍ର ରେଲି, ଡାବୁଗାଁ ସାମ୍ବାଦିକ ସଂଘ ସଂପାଦକ ମିହିର ଶଙ୍କର ପାତ୍ର, ଜେ ରାଜଶେଖର ରାଓ, ଜିତୁ ରେଲି,ଗୋପାଳ ପାତ୍ର, ସଞ୍ଜୟ ଶତପତି, ପ୍ରମୁଖ ଶୋଭାଯାତ୍ରା ରେ ଭାଗନେଇ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!