ଭୁବନେଶ୍ବର,୪।୬ : ଆଳିରୁ ବିଜୟୀ ହେଲେ ପ୍ରତାପ କେଶରୀ ଦେବ। ୧୯ ହଜାର ୫୫୪ ଖଣ୍ଡ ଭୋଟରେ ପ୍ରତାପ ଦେବ ବିଜୟୀ ହୋଇଛନ୍ତି। ପ୍ରତାପ ଦେବ କଂଗ୍ରେସର ଦେବସ୍ମିତା ଶର୍ମାଙ୍କୁ ହରାଇ ପଞ୍ଚମ ଥର ପାଇଁ ଆଳିର ବିଧାୟକ ହୋଇଛନ୍ତି।ଚଳିତ ନିର୍ବାଚନରେ ପ୍ରତାପ ଦେବଙ୍କୁ ମିଳିଛି ୭୩ ହଜାର ୩୬୬ ଭୋଟ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |