ଭୁବନେଶ୍ୱର,୧୯।୬:ଆଜି ପ୍ରକାଶ ପାଇଲା OSSTET (ODISHA SECONDARY SCHOOL TEACHER ELIGIBILITY TEST) ପରୀକ୍ଷା ଫଳ । www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ହୋଇଛି। ପରୀକ୍ଷାର୍ଥୀମାନେ ୱେବ୍ସାଇଟରୁ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ।
କିପରି କରିବେ ଡାଉନଲୋଡ
ପ୍ରଥମେ OSSTETର ଅଫିସିଆଲ ୱେବସାଇଟ www.bseodisha.ac.inକୁ ଲଗ ଇନ୍ କରନ୍ତୁ।
ସେଥିରେ ନିଜ ଇ-ମେଲ୍ ଆଡ୍ରେସ ଓ ପାସ୍ୱାର୍ଡ ଦିଅନ୍ତୁ ।
ଏହାପରେ ଲଗ୍ ଇନ୍ ବଟନ୍କୁ କ୍ଲିକ୍ କରନ୍ତୁ ।
ଏହାପରେ ‘OSSTET Result 2024’ ଉପରେ କ୍ଲିକ କରନ୍ତୁ
ଆପଣଙ୍କ ରେଜଲ୍ଟ କମ୍ପ୍ୟୁଟର ସ୍କ୍ରିନ୍ରେ ଦେଖାଯିବ ।
ଏହାକୁ ଆପଣ ଡାଉନଲୋଡ କରି ପାରନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |