ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୧୫ା୮ :-ଆଜି ଦିନ 1ଘଣ୍ଟା ସମୟରେ ଡାବୁଗାଁ ବ୍ଲକ ପ୍ରଶାସନ ତରଫରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତହେଲା। ଏଵଂ ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ଙ୍କ ସମେତ ସରକାରୀ ପଂଚାୟତ ହାଇସ୍କୁଲ ଡାବୁଗାଁ ର ଶିକ୍ଷକ ଶିକ୍ଷୟିତ୍ରି, ଛାତ୍ର ଛାତ୍ରୀ ଏଵଂ ଡାବୁଗାଁ ପଂଚାୟତ ମିଶନ ଶକ୍ତି ର କାର୍ଯ୍ୟକର୍ତ୍ତା ମାନେ ହାଇସ୍କୁଲ ଠାରୁ ବ୍ଲକ ପର୍ଯ୍ୟନ୍ତ ଆସିଥିଲେ। ଏହା ପରେ ସ୍ଥାନୀୟ ଅଂଚଳର ଦୋକାନ ଏଵଂ ଘର ଘର ବୁଲି ତ୍ରିରଙ୍ଗା ପତାକା ବାଣ୍ଟିଲେ ମିଶନ ଶକ୍ତିର ମହିଳା ମାନେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |