ପତିତପାବନ ମନ୍ଦିର ହେବ ରୂପା ଛାଉଣୀ

ଭୁବନେଶ୍ବର,୧୪।୧୧: ପତିତପାବନ ମନ୍ଦିର ହେବ ରୂପାର ଛାଉଣୀ । ଶ୍ରୀମନ୍ଦିର ସିଂହଦ୍ବାର ପତିତପାବନ ମନ୍ଦିର ରୂପା ଛାଉଣୀ କରାଯିବ । ପତିତପାବନଙ୍କର ଗୁମୁଟ ଦ୍ବାର ବନ୍ଧ ମଧ୍ୟ ରୂପା ଛାଉଣୀ କରାଯିବା ନେଇ ଘୋଷଣା କରାଯାଇଛି । ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚଡନା ଦିଆଯାଇଛି । ସେହିପରି ମହାପ୍ରଭୁଙ୍କର ରତ୍ନପଲଙ୍କ ଏବଂ ଭଣ୍ଡାରଘର ନିକଟ ଲୋକନାଥ ମନ୍ଦିରରେ ମଧ୍ୟ ରୂପା ଛାଉଣୀ କରାଯିବ । ପ୍ରତିଟି ଦୁଆର ରୂପାର ଛାଉଣୀ ପରେ ବର୍ତ୍ତମାନ ଶ୍ରୀମନ୍ଦିର ପତିତପାବନ ମନ୍ଦିରକୁ ରୂପା ଛାଉଣୀ କରିବା ନେଇ ଘୋଷଣା କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!