ପୁରୁଣା ସ୍ଥାନକୁ ଫେରିଲା ବିରଜା ହାଟ

ଯାଜପୁର,୧୫ା୧୨: ୧୧ ମାସ ପରେ ପୁରୁଣା ସ୍ଥାନକୁ ଫେରିଲା ବିରଜା ହାଟ । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ହାଟରେ ୨ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି । ହାଟ ଫେରିବା ପରେ ୨୦୦ରୁ ଅଧିକ ଚାଷୀ ଓ ବ୍ୟବସାୟୀ ବେପାର ଆରମ୍ଭ କରିଛନ୍ତି । ବିରଜା ମନ୍ଦିର ପ୍ରକଳ୍ପ ପାଇଁ ହାଟକୁ ସ୍ଥାନାନ୍ତର କରାଯାଇଥିଲା । ହାଟ ସ୍ଥାନାନ୍ତର କରି ସନ୍ଥମାଧବ ଅଞ୍ଚଳରେ ନୂଆ ହାଟ ବସାଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!