ଓଡ଼ିଶା ପୋଲିସ୍‌ରେ ଚାକିରି

ଭୁବନେଶ୍ୱର,୧୮।୧:ଓଡ଼ିଶା ପୋଲିସର ୯୩୩ ଏସଆଇ ର୍ୟାଙ୍କ ପବଦୀ ପାଇଁ ବିଜ୍ଞପ୍ତି । ୬୦୯ ସବ୍ ଇନସ୍ପେକ୍ଟର ବଦବୀ ପାଇଁ ବାହାରିଲା ବିଜ୍ଞାପନ । ୨୫୩ ପୋଷ୍ଟ ସବ୍ ଇନସ୍ପେକ୍ଟର ଅଫ୍ ପୋଲିସ ଏବଂ ୪୭ଟି ପଦବୀ ଅଫିସର (ଫାୟାର) ଏବଂ ୨୪ଟି ପୋଷ୍ଟ ଆସିଷ୍ଟାଣ୍ଟ ଜେଲର ପଦ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ପୋଲିସ୍ ନିଯୁକ୍ତି ବୋର୍ଡ (OPRB) ନେଇ ଆସିଛି ଏହି ସୁଯୋଗ। ଏନେଇ OPRB ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।ଏହି ନିଯୁକ୍ତି ମାଧ୍ୟମରେ OPRBରେ ସବ୍-ଇନିସ୍‌ପେକ୍ଟର୍(SI), ଷ୍ଟେସନ୍ ଅଫିସର୍ ଓ ଆସିସ୍‌ଷ୍ଟାଣ୍ଟ୍ ଜେଲର୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୯୦୦ରୁ ଅଧିକ ପଦବୀ ପୂରଣ ହେବ।ସବ୍ ଇନସ୍ପେକ୍ଟର ପଦ ପାଇଁ ଏସସିରେ ପୁରୁଷ ପଦ ୪୦ ଥିବାବେଳେ ମହିଳାଙ୍କ ପାଇଁ ୨୦ ସ୍ଥାନ ଖାଲି । ସେହିପରି ଏସଟିଙ୍କ କ୍ଷେତ୍ରରେ ପୁରୁଷ ୧୩୮ ଏବଂ ମହିଳା ୬୮, ଆର୍ଥକ ସ୍ତରରେ ପଛୁଆ ବର୍ଗଙ୍କ ପାଇଁ ପୁରୁଷଙ୍କ ପାଇଁ ୬୪ ଏବଂ ମହିଳାଙ୍କ ପାଇଁ ୩୧ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟ ପଦ ପାଇଁ ସବୁ ବର୍ଗର ଲୋକଙ୍କ ପାଇଁ ପଦବୀ ଖାଲି ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!