ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,୨୭।୩:- ଏସଏସଜି ଏବଂ ପଞ୍ଚାୟତ ରାଜ ସଭାଗିତାକୁ ନେଇ ବ୍ଲକ ସମ୍ମିଳନୀ କକ୍ଷ ରେ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା। ଏହି କାର୍ଯ୍ୟକ୍ରମ ରେ ତାଲିମ ଦେଇଥିଲେ ପିଇଅ ଏଡ଼ି ପ୍ରସାଦ ବିପିଏମ କିସର ନାୟକ, ଡବ୍ଲୁଇଓ ଆଦିତ୍ୟ ନାରାୟଣ ରଥ। ଏହି ତାଲିମ କାର୍ଯ୍ୟକ୍ରମ ରେ ତାଲିମ ନେଇଥିଲେ ଏଡ଼ିଇଓ,ପେଇଓ,ଏମବିକେ ଆଉ ଏସଏସଜି ମା ମାନେ। ଆଜିର କାର୍ଯ୍ୟକ୍ରମ ରେ ଜିଆରଏସ ମାନେ ମଧ୍ୟ୍ୟ ଯୋଗ ଦେଇଥିଲେ। ଆଜିର କାର୍ଯ୍ୟକ୍ରମ କୁ ପରଚଳନା କରିଥିଲେ ବ୍ଲକର ପେସା ସଞ୍ଜଜକ ଶୁଭଶ୍ରୀ ମାହାଙ୍କୁଡ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |