କମ୍ରେଡ୍ ଦିବାକରଙ୍କ ୭୨ ବର୍ଷ ବୟସରେ ବିୟୋଗ

ଭୁବନେଶ୍ୱର,୨୦ା୪: କମ୍ରେଡ୍ ଦିବାକର ନାୟକଙ୍କ ପରଲୋକ ଘଟିଛି । ୭୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ କମ୍ରେଡ ଦିବାକର ।ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ ଭାବେ ବହୁ ବର୍ଷ କାମ କରିଛନ୍ତି ସେ ।ସାମ୍ୟବାଦୀ ଆନ୍ଦୋଳନର ଜଣେ ବର୍ଷିଆନ ଭାବେ ସେ ବେଶ୍ ଜଣାଶୁଣା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!