ଆସନ୍ତା ଜୁଲାଇ ୧ ରୁ ପ୍ରଶାସନିକ ସୀମା ପୁର୍ନଗଠନ ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ୱର, ୪ା୫: ଆଗାମୀ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ । ସୀମା ପୁର୍ନଗଠନ ଡେଡଲାଇନ ଜୁନ ୩୦ । ସୀମା ପୁର୍ନଗଠନ ନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି । ଚଳିତ ବର୍ଷ ଜୁନ୍ ୩୦କୁ ଡେଡଲାଇନ ଦର୍ଶାଇଲା ରାଜସ୍ବ ବିଭାଗ । ଜିଲ୍ଲା ,ସବଡିଭିଜନ୍ , ତହସିଲ, ରାଜସ୍ବଗ୍ରାମ ULB ପାଇଁ ନୋଟିସ । ଆସନ୍ତା ଜନଗଣନାକୁ ଆଖିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଆସନ୍ତା ଜୁଲାଇ ୧ ରୁ ପ୍ରଶାସନିକ ସୀମା ପୁର୍ନଗଠନ ବନ୍ଦ ନିର୍ଦ୍ଦେଶ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ନିକଟରେ ଆଗାମୀ ଜନଗଣନା ସମୟରେ ଜାତି ଗଣନା କରିବା ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି।କେନ୍ଦ୍ର ସରକାର ୨୦୨୬ରେ ଦେଶରେ ଜନସଂଖ୍ୟା ଗଣନା କରିପାରନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!