୧୫ ମିନିଟ୍ ଅନ୍ଧାର ରହିବ ନୂଆଦିଲ୍ଲୀ ,ଯୁଦ୍ଧ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ, ୭।୫: ଆଜି ଅନ୍ଧାର ହୋଇଯିବ ପୁରା ରାଜଧାନୀ। ଜଳିବନି ଲାଇଟ୍। ଆଜି ସମ୍ପୂର୍ଣ୍ଣ ଅନ୍ଧାର ହୋଇଯିବ ରାଜଧାନୀ ଦିଲ୍ଲୀ। ରାତି ୮ଟାରୁ ୮ ଟା ୧୫ ପର୍ଯ୍ୟନ୍ତ ରହିବ ବ୍ଲାକ ଆଉଟ୍। ପାଖାପାଖି ୧୫ ମିନିଟ୍ ଧରି ଅନ୍ଧାର ରହିବ ନୂଆଦିଲ୍ଲୀ।ଯୁଦ୍ଧ ପ୍ରସ୍ତୁତି ପାଇଁ ହେବ ମକଡ୍ରିଲ୍। କ୍ୟାପିଟାଲ ସିଟିରେ ହେବ ସିଭିଲ ଡିଫେନ୍ସ ମକଡ୍ରିଲ୍। ନ୍ୟୁ ଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ ଅଞ୍ଚଳ ହେବ ବ୍ଲାକ୍ ଆଉଟ୍। ୧୫ ମିନିଟ୍ ପାଇଁ ଅନ୍ଧାର ହୋଇଯିବ ନୂଆଦିଲ୍ଲୀ।ମକଡ୍ରିଲ୍ ପାଇଁ ୧୫ ମିନିଟ୍ ଧରି ଅନ୍ଧାର ହୋଇଯିବ ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉଁସିଲ୍। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ହେବ ମକଡ୍ରିଲ୍। ଆଜି ଅପରାହ୍ନ ୪ଟା ବେଳେ ଓଡିଶାର ଭୁବନେଶ୍ୱର ସମେତ ଦେଶର ୨୪୪ଟି ସ୍ଥାନରେ ହୋଇଥିଲା ମକଡ୍ରିଲ। ଏବେ ରାତିରେ ହେବ ଦିଲ୍ଲୀରେ ମକଡ୍ରିଲ୍।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!