ପାକିସ୍ତାନର ସମସ୍ତ OTT ପ୍ଲାଟଫର୍ମ ବ୍ୟାନ କଲା ଭାରତ

ନୂଆଦିଲ୍ଲୀ  ,୮।୫:       ପାକିସ୍ତାନ ଉପରେ ଏକ ବଡ଼ ସାଇବର ଆଟାକ୍ କଲା ପାକିସ୍ତାନ। ପାକିସ୍ତାନର ସମସ୍ତ OTT ପ୍ଲାଟଫର୍ମ ବ୍ୟାନ କଲା ଭାରତ। ଭାରତରେ ଆଉ ଚାଲିବନି ପାକିସ୍ତାନୀ ଫିଲ୍ମ, ଗୀତ, ଓ୍ୱେବ୍ ସିରିଜ୍ କିମ୍ୱା ପୋଡକାଷ୍ଟ।ପାକିସ୍ତାନକୁ ପୁଣି ଏକ ବଡ଼ ଝଟକା ଦେଲା ଭରାତ। ପୂର୍ବରୁ ଅନେକ ଜିନିଷ ଭ୍ୟାନ୍ କରିଥିଲା ଭାରତ। ଏବେ ପୁଣି ଥରେ ପାକିସ୍ତାନର ସମସ୍ତ OTT ପ୍ଲାଟଫର୍ମ ବ୍ୟାନ୍ କରିଛି ଭାରତ।OTT ପ୍ଲାଟଫର୍ମରୁ ପାକିସ୍ତାନି କଣ୍ଟେଣ୍ଟ ହଟାଇବାକୁ ନିର୍ଦ୍ଦେଶ। ଓଟିଟି ପ୍ଲାଟଫର୍ମକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ବଡ଼ ନିର୍ଦ୍ଦେଶ। ପାକିସ୍ତାନି ଓ୍ୱେବ୍ ସିରିଜ୍ ଓ ଫିଲ୍ମ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ। ପାକିସ୍ତାନି ଫିଲ୍ମ, ଗୀତ, ପୋଡକାଷ୍ଟ ହଟାଇବାକୁ ନିର୍ଦ୍ଦେଶ। ପାକିସ୍ତାନର ସମସ୍ତ ଫିଲ୍ମ, OTT ବ୍ୟାନ୍ କଲା ଭାରତ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!