ଭୁବନେଶ୍ୱର,୮।୫: ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଦେଶରେ ସୁରକ୍ଷାକୁ ଖୁବ ନଜର ଦିଆଯାଉଛି।ଭୁବନେଶ୍ୱର ବିମାନବନ୍ଦରରୁ ୨ଟି ବିମାନର ଉଡ଼ାଣ ବାତିଲ ।ଭୁବନେଶ୍ୱରରୁ ହିନ୍ଦନ ଗାଜିଆବାଦ୍ ବିମାନ ଉଡ଼ାଣ ବାତିଲ୍ । ପଶ୍ଚିମ ପ୍ରାନ୍ତଙ୍କୁ ଉଡ଼ାଣ କଟକଣା ଥିବାରୁ ବାତିଲ କହିଲେ ନିର୍ଦ୍ଦେଶକ ।ଭୁବନେଶ୍ୱର ପାଟନା ଦେଇ ଚଣ୍ଡିଗଡ଼ ଯାଉଥିବା ବିମାନ ବି ବାତିଲ । ସବୁକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ବିମାନ ବନ୍ଦରରୁ ଅସ୍ଥାୟୀ ଭାବେ ବିମାନ ସେବା ବନ୍ଦ କରାଯାଇଛି। ତେବେ ଭୁବନେଶ୍ବର ବିମାନବନ୍ଦରରୁ ୨ଟି ବିମାନ ବାତିଲ କରାଯାଇଥିବା ସୂଚନା ମିଳିଛି। ଭୁବନେଶ୍ବରରୁ ହିଣ୍ଡନ ଗାଜିଆବାଦ ବିମାନ ଉଡ଼ାଣ ବାତିଲ କରାଯାଇଥିବା ବେଳେ,ପଶ୍ଚିମ ପ୍ରାନ୍ତକୁ ଉଡ଼ାଣ କଟକଣା ଥିବାରୁ ଏ ଦିଗକୁ ବି ବିମାନ ଉଡାଣ ବାତିଲ କାଯାଇଥିବା କହିଛନ୍ତି ନିର୍ଦ୍ଦେଶକ। ଆହୁରି ମଧ୍ୟ ଭୁବନେଶ୍ବର ପାଟନା ଦେଇ ଚଣ୍ଡିଗଡ଼ ଯାଉଥିବା ବିମାନ ବି ବାତିଲ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |