ଡାବୁଗାଁ(ମିହିର ଶଙ୍କର ପାତ୍ର),,୮।୫ –ବ୍ଲକ ଡାଵୁଗାଁ ପଞ୍ଚାୟତ ସମିତି ବୈଠକ ଗୃହରେ ଓ.ସେ.ପା . ଭୁବନେଶ୍ଵର ତରଫରୁ ଓସ୍ୱାନ କନଫରେନ୍ସ ପଞ୍ଚାୟତ ସମିତି ଡାବୁଗାଁ ଗୃହରେ ସି.ଟି.ଏସ .ସର୍ଭେ ର ଭିଡିଓ କନଫରେନ୍ସ ବୈଠକରେ ଡାଵୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମ୍ ,ବି.ଆର.ସି.ସି. ଭଗବାନ ମାଝି ,ସି.ଆର.ସି.ସି .ଗୁପ୍ତେ ପ୍ରସାଦ ନାଗ ଓ ପାପଡ଼ା ହାଣ୍ଡି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ,ଯୁଗସାଇ ପୂଜାରୀ, ରାଜେଶ ମୂଣ୍ଡାରୀ, ପ୍ରମୁଖ ଯୋଗଦାନ କରିଥିଲେ।ଭିଡିଓ କନଫେରେନସ ବୈଠକ ରେ ସର୍ଭେ ଶିକ୍ଷକ, ପ୍ରଧାନ ଶିକ୍ଷକ,ସି.ଆର.ସି.ସି. ବି.ଇ.ଓ .ର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଆଲୋଚନା ହୋଇଥିଲା । ସି.ଟି.ଏସ. ଆପ କୁ ଡିଲିଟ କରିବାକୁ ମନାକରାଯାଇଥିଲା।.ଭୁବନେଶର ଶିକ୍ଷା ନିର୍ଦ୍ଦେଶକ ସନାତନ ପଣ୍ଡାଙ୍କ ଅଧ୍ୟକ୍ଷତା ରେ ଆଜିର ବୈଠକ ପରିଚାଳନା କରା ଯାଇ ଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |