ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶହୀଦ ସ୍ମୃତି ଦିବସ ପାଳନ ଅବସରେ ସ୍ୱତନ୍ତ୍ର ଆଲୋଚନା ସଭା ଅନୁଷ୍ଠିତ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୨୧।୮ :-ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶହୀଦ ସ୍ମୃତି ଦିବସ ପାଳନ ଅବସରେ ସ୍ୱତନ୍ତ୍ର ଆଲୋଚନା ସଭା ଅନୁଷ୍ଠିତ ହେଲା। ଏହି ଅବସରେ ମଞ୍ଚାସିନ ଥିଲେ ବ୍ଲକ ଅଧକ୍ଷା ବୀଣା ମାଝୀ,ଓଡିଶା ଶହୀଦ ସ୍ମୃତି ସଂସଦ ସଭାପତି ମନରଞ୍ଜନ ତ୍ରିପାଠୀ, ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ରମେଶ ଚନ୍ଦ୍ର ନାହାକ, ଦେଶିଆ କୁଟୁମ୍ ସଭାପତି ସାଇମନ ବିଡ଼ିକା, ସମ୍ପାଦକ ସବ୍ୟସାଚୀ ବିଷୟୀ ପ୍ରମ୍ମୁକ। ସଭାକୁ ପରିଚାଳନା କରିଥିଲେ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ।ଏହି ଅବସରରେ ଉପସ୍ଥିତି ଥିଲେ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରି,ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ମାନେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!